/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696912214.jpg)
Today Panchang
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର– ତୁଳା ଅହୋରାତ୍ର । ତିଥି- ୨ୟା ରାତ୍ରି ୦୧.୧୩ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି, ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୭.୩୪ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୧୩ ଗତେ ୧ପାଦ କୁଟୁମ୍ବହାନି ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
- ପ୍ରାତଃ- ୦୫.୪୫ ରୁ ୦୭.୧୧
- ଦିବା- ୦୮.୫୦ ରୁ ୧୧.୦୯
- ରାତ୍ରି- ୦୭.୪୮ ରୁ ୦୯.୫୯
- ରାତ୍ରି- ୦୨.୨୬ ରୁ ୦୩.୧୬
ଅଧିକ ପଢ଼ନ୍ତୁ: ଗୃହ ଆରମ୍ଭରେ ବାସ୍ତୁ ପୂଜା କରିବା ଜରୁରୀ ନା ନାହିଁ…
ଅଶୁଭ ସମୟ
- ରାହୁକାଳ - ପ୍ରାତଃ ୦୭.୧୧ ରୁ ୦୮.୩୮
- କାଳବେଳା - ପ୍ରାତଃ ୦୭.୧୧ ରୁ ୦୮.୩୮
- ବାରବେଳା- ଦିବା ୦୨.୨୫ ରୁ ୦୩.୫୨
- କାଳରାତ୍ରି- ରାତ୍ରି ୦୯.୫୯ ରୁ ୧୧.୩୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)