Today Panchang 16th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତରେ କରିବେ ଗୃହ ପ୍ରବେଶ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର। ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି - ୯ମୀ ସନ୍ଧ୍ୟା ୦୭.୨୦ ଗତେ ୧୦ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୭.୨୦ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୭.୫୦

ଦିବା ୧୦.୫୦ ରୁ ୦୧.୦୧

ଦିବା ୦୪.୦୨ ରୁ ୦୪.୪୦

ସନ୍ଧ୍ୟା ୦୬.୧୬ ରୁ ୦୮.୫୩

ରାତ୍ରି ୧୧.୫୬ ରୁ ୦୨.୫୯

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୭.୫୦ ରୁ ୦୯.୧୨

କାଳବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨

ବାରବେଳା – ଦିବା ୦୨.୪୦ ରୁ ୦୪.୦୨

କାଳରାତ୍ରି – ରାତ୍ରି ୧୦.୧୮ ରୁ ୧୧.୫୬