Today Panchang 16th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୪ର୍ଥୀ ରାତ୍ରି ୦୨.୧୬ ଗତେ ୫ମୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭସମୟ:

ପ୍ରାତଃ- ୦୬.୧୮ ରୁ ୧୦.୦୬

ଦିବା- ୦୧.୨୬ ରୁ ୦୧.୫୪

ସନ୍ଧ୍ୟା- ୦୬.୩୩ ରୁ ୦୯.୦୪

ରାତ୍ରି- ୧୨.୨୫ ରୁ ୦୧.୩୪

ରାତ୍ରି- ୦୩.୦୯ ରୁ ୦୩.୪୭

ଅଶୁଭସମୟ:

ରାହୁକାଳ- ଦିବା ୦୪.୧୭ ରୁ ୦୫.୪୨

କାଳବେଳା- ଦିବା ୧୨.୦୦ ରୁ ୦୧.୨୬

ବାରବେଳା- ଦିବା ୧୦.୩୫ ରୁ ୧୨.୦୦

କାଳରାତ୍ରି- ରାତ୍ରି ୦୧.୩୪ ରୁ ୦୩.୦୯