Advertisment

Today Panchang 16th Feb 2023: କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 16th Feb 2023

Today Panchang

Advertisment

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।

Advertisment

ଶୁଭ ସମୟ:

  • ଦିବା ୦୯.୨୯ ରୁ ୦୭.୫୦
  • ଦିବା ୧୦.୫୨ ରୁ ୦୧.୦୯
  • ରାତ୍ରି ୦୨.୫୬ ରୁ ୦୩.୪୭

ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୧.୨୬ ରୁ ୦୨.୫୧
  • କାଳବେଳା – ଦିବା ୦୨.୫୧ ରୁ ୦୪.୧୭
  • ବାରବେଳା – ଦିବା ୦୪.୧୭ ରୁ ୦୫.୪୨
  • କାଳରାତ୍ରି – ଦିବା ୧୨.୦୦ ରୁ ୦୧.୩୫
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ