Today Panchang 16th Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତରେ କରିବେ ଗୃହ ପ୍ରବେଶ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଦିବା ୦୨.୦୩ ଗତେ କନ୍ୟା ତିଥି- ୮ମୀ ରାତ୍ରି ୦୩.୦୨ ଗତେ ୯ମୀ ଘାତ ଚନ୍ଦ୍ର- କର୍କଟ, ମକର ଦିବା ୦୨.୦୩ ଗତେ ବୃଷ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୩୩ ଗତେ ୧ପାଦ - କୁଟୁମ୍ଭହାନି-ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୬.୧୭ ରୁ ୦୭.୦୦

ପ୍ରାତଃ ୦୭.୪୪ ରୁ ୦୮.୫୯

ଦିବା ୧୨.୦୩ ରୁ ୦୨.୫୬

ଦିବା ୦୩.୩୯ ରୁ ୦୫.୦୬

ସନ୍ଧ୍ୟା ୦୫.୫୯ ରୁ ୦୮.୨୪

ରାତ୍ରି ୧୨.୦୮ ରୁ ୦୧.୫୪

ରାତ୍ରି ୦୨.୪୭ ରୁ ୦୪.୩୨

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୧୦.୨୦ ରୁ ୧୧.୪୨

କାଳବେଳା - ଦିବା ୧୦.୨୦ ରୁ ୧୧.୪୨

ବାରବେଳା – ଦିବା ୦୮.୫୯ ରୁ ୧୦.୨୦

କାଳରାତ୍ରି – ରାତ୍ରି ୦୮.୨୪ ରୁ ୧୦.୦୩