Today Panchang 15th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୧.୩୫ ଗତେ କନ୍ୟା । ଜାଣିନିଅନ୍ତୁ କେଉଁ ସମୟରେ କରିବେ ଶୁଭ କାର୍ଯ୍ୟ...

ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୧.୩୫ ଗତେ କନ୍ୟା । ତିଥି- ଅମାବାସ୍ୟା (ମଳ) ପ୍ରାତଃ ୦୭.୦୯ ଗତେ ପ୍ରତିପଦ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୧୧.୩୫ ଗତେ ବୃଷ । ଘାତ ବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ- ୦୫.୩୭ରୁ ୦୬.୨୬

ପ୍ରାତଃ- ୦୭.୧୪ରୁ ୦୮.୩୯

ଦିବା- ୧୨.୦୬ରୁ ୦୨.୩୧

ଦିବା- ୦୪.୦୯ ରୁ ୦୫.୪୬

ସନ୍ଧ୍ୟା- ୦୭.୨୧ରୁ ୦୮.୪୪

ରାତ୍ରି- ୦୧.୪୦ରୁ ୦୪.୦୨

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ଅଶୁଭ ସମୟ

ଋାହୁକାଳ- ଦିବା ୧୦.୧୦ରୁ ୧୧.୪୧

କାଳବେଳା- ଦିବା ୧୦.୧୦ରୁ ୧୧.୪୧

ବାରବେଳା- ଦିବା ୦୮.୩୯ରୁ ୧୦.୧୦

କାଳ ରାତ୍ରି- ରାତ୍ରି ୦୮.୪୪ରୁ ୧୦.୧୩

ଅଧିକ ପଢ଼ନ୍ତୁ: ଗୃହରେ କେଉଁ ବାସ୍ତୁଦୋଷ ଥିଲେ ଆକସ୍ମିକ ମୃତ୍ୟୁ ଆସିଥାଏ