Today Panchang 15th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଯାନ କ୍ରୟ କରନ୍ତୁ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ୭ମୀ ନିଶାନ୍ତ ୦୫/୫୦ ଗତେ ୮ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି –ଭୂମି ଓ ଅନ୍ନଦାନ ନିଶାନ୍ତ ୦୫/୫୦ ଗତେ ୧ପାଦ

ଶୁଭ ସମୟ:

ପ୍ରାତଃ ୦୫/୫୮ ରୁ ୦୬/୪୩

ଦିବା ୦୮/୪୪ ରୁ ୧୧/୦୮

ସନ୍ଧ୍ୟା ୦୫/୦୩ ରୁ ୦୬/୪୦

ଋାତ୍ରି ୦୯/୨୨ ରୁ ୧୧/୫୭

ରାତ୍ରି ୦୧/୪୦ ରୁ ୦୩/୨୪ ରାତ୍ରି

ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ଅଶୁଭ ସମୟ:

ଋାହୁକାଳ - ଦିବା ୦୨/୧୭ ରୁ ୦୩/୪୦

କାଳବେଳା - ଦିବା ୧୨/୫୪ ରୁ ୦୨/୧୭

ବାରବେଳା – ପ୍ରାତଃ ୦୭/୨୧ ରୁ ୦୮/୪୪

କାଳରାତ୍ରି - ସନ୍ଧ୍ୟା ୦୬/୪୦ ରୁ ୦୮/୧୭