କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ରାତ୍ରି ୧୧.୫୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୩୯ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ
Also Read
ଦିବା- ୧୦.୩୫ ରୁ ୦୧.୦୯
ରାତ୍ରି- ୧୨.୨୫ ରୁ ୦୨.୦୬
ରାତ୍ରି- ୦୨.୫୭ ରୁ ୦୪.୩୭
ଅଶୁଭ ସମୟ
ରାହୁକାଳ- ଦିବା ୦୯.୧୦ ରୁ ୧୦.୩୫
କାଳବେଳା- ପ୍ରାତଃ ୦୬.୧୯ ରୁ ୦୭.୪୪
ଦିବା ୦୪.୧୭ ରୁ ୦୫.୪୨
ବାରବେଳା- ଦିବା ୦୧.୨୬ ରୁ ୦୨.୫୧
କାଳରାତ୍ରି- ସନ୍ଧ୍ୟା ୦୫.୪୨ ରୁ ୦୭.୧୬
ନିଶାନ୍ତ ୦୪.୪୪ ରୁ ୦୬.୧୮