ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର,ଚନ୍ଦ୍ର – ବିଛା ରାତ୍ରି ୧୨.୪୪ ଗତେ ଧନୁ ,ତିଥି – ୯ମୀ ପ୍ରାତଃ ୦୭.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ରାତ୍ରି ୧୨.୪୪ ଗତେ ତୁଳା, କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ-
- ଦିବା ୦୯.୨୯ ରୁ ୦୭.୫୦
- ଦିବା ୧୦.୩୫ ରୁ ୧୧.୩୮
- ଦିବା ୦୧.୫୪ ରୁ ୦୪.୫୬
- ସନ୍ଧ୍ୟା ୦୬.୩୨ ରୁ ୧୦.୪୪
- ରାତ୍ରି ୦୨.୦୬ ରୁ ୦୩.୦୯
ଅଧିକ ପଢ଼ନ୍ତୁ: ଡ୍ରଇଂରୁମ୍ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା
ଅଶୁଭ ସମୟ:
- ଋାହୁକାଳ - ନିଶାନ୍ତ ୦୫.୩୨ ଗତେ ଆଗ୍ନେୟେ
- କାଳବେଳା – ଦିବା ୧୨.୦୦ ରୁ ୦୧.୨୬
- ବାରବେଳା – ଦିବା ୦୯.୧୦ ରୁ ୧୦.୩୫
- କାଳରାତ୍ରି – ଦିବା ୧୨.୦୦ ରୁ ୦୧.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676432706.jpg)