Today Panchang 14th August: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର

ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ। ତିଥି – ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ। ଘାତ ଚନ୍ଦ୍ର –ନାସ୍ତି, ଘାତ ବାର – ମିଥୁନ

Today Panchang

ଆଜିର ପଞ୍ଚାଙ୍ଗ 

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର।

ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ  

ତିଥି– ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ

ଘାତ ଚନ୍ଦ୍ର –ନାସ୍ତି

ଘାତ ବାର– ମିଥୁନ 

ପୁଷ୍କର ଦୋଷ– ୧ ପାଦ କୁଟୁମ୍ବ ହାନି ତିଳକାଞ୍ଚନ ଦାନ ଦିବା ୧୧.୦୭ ପର୍ଯ୍ୟନ୍ତ

ଶୁଭ ସମୟ:

ଦିବା ୧୦.୩୫ ରୁ ୦୧.୦୭

ଦିବା ୦୪.୩୭ ରୁ ୦୫.୨୧

ସନ୍ଧ୍ୟା ୦୬.୫୭ ରୁ ୦୯.୧୩

ରାତ୍ରି ୧୧.୫୧ ରୁ ୦୨.୨୯

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୭.୦୫ ରୁ ୦୮.୪୦

କାଳବେଳା – ପ୍ରାତଃ ୦୭.୦୫ ରୁ ୦୮.୪୦

ବାରବେଳା – ଦିବା ୦୩.୦୧ ରୁ ୦୪.୩୭

କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୧.୫୧