ଅଦ୍ୟତନ ହୋଇଛି
Panchang
Advertisment
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୯ମୀ ରାତ୍ରି ୧୧.୧୩ ଗତେ ୧୦ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ଦିବା ୦୯.୧୪ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୩୩ ରୁ ୦୬.୨୩
- ପ୍ରାତଃ ୦୭.୧୩ ରୁ ୦୮.୪୦
- ଦିବା ୧୨.୧୨ ରୁ ୦୨.୪୧
- ଦିବା ୦୪.୨୧ ରୁ ୦୬.୦୦
- ରାତ୍ରି ୦୭.୩୨ ରୁ ୦୮.୫୩
- ରାତ୍ରି ୦୧.୪୨ ରୁ ୦୪.୦୦
ଅଧିକ ପଢ଼ନ୍ତୁ: ବେଡ୍ରୁମ୍ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି
ଅଶୁଭ ସମୟ:
- ଋାହୁକାଳ – ଦିବା ୧୦.୧୩ ରୁ ୧୧.୪୭
- କାଳବେଳା – ଦିବା ୧୦.୧୩ ରୁ ୧୧.୪୭
- ବାରବେଳା – ଦିବା ୦୮.୪୦ ରୁ ୧୦.୧୩
- କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1681446135.jpg)