Today Panchang 13th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ ।

Today Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର - କନ୍ୟା ଅହୋରାତ୍ର । ତିଥି-୧୪ ଶୀ  ରାତ୍ରି ୦୯.୫୧ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ମୀନ । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୫.୪୪ ରୁ ୦୬.୩୦

ପ୍ରାତଃ- ୦୭.୧୭ ରୁ ୦୮.୩୮
ଦିବା- ୧୧.୫୬ ରୁ ୦୩.୦୨
ଦିବା- ୦୩.୪୮ ରୁ ୦୫.୨୧ 
ସନ୍ଧ୍ୟା- ୦୬.୧୧ ରୁ ୦୮.୨୭
ରାତ୍ରି- ୧୧.୫୭ ରୁ ୦୧.୩୬
ରାତ୍ରି- ୦୨.୨୬ ରୁ ୦୪.୦୫

ଅଶୁଭ ସମୟ

ରାହୁକାଳ - ଦିବା ୧୦.୦୫ ରୁ ୧୧.୩୨
କାଳବେଳା - ଦିବା ୧୦.୦୫ ରୁ ୧୧.୩୨
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୨୭ ରୁ ୧୦.୦୦