Panchang
Advertisment
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ପ୍ରତିପଦ ରାତ୍ରି ୦୮.୨୨ ଗତେ ୨ୟା,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ରାତ୍ରି ୦୮.୨୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
Advertisment
ଶୁଭସମୟ:
ପ୍ରାତଃ- ୦୬.୨୦ ରୁ ୦୭.୫୧
ଦିବା- ୧୦.୫୨ ରୁ ୦୧.୦୯
ରାତ୍ରି- ୦୨.୫୭ ରୁ ୦୩.୪୮
ଅଶୁଭସମୟ:
ରାହୁକାଳ- ଦିବା ୦୧.୨୬ ରୁ ୦୨.୫୧
କାଳବେଳା- ଦିବା ୦୨.୫୧ ରୁ ୦୪.୧୬
ବାରବେଳା- ଦିବା ୦୪.୧୬ ରୁ ୦୫.୪୧
କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1739416521.jpg)