Advertisment

Today Panchang 13th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୬.୩୬ ଗତେ ୫ମୀ ରାତ୍ରି ୦୪.୨୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ - ନାସ୍ତି ।

author-image
Chinmayee Sahoo
undefined

Panchang

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୪ର୍ଥୀ ପ୍ରାତଃ ୦୬.୩୬ ଗତେ ୫ମୀ ରାତ୍ରି ୦୪.୨୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ - ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୦ ରୁ ୦୭.୧୧
ଦିବା – ୧୦.୧୬ ରୁ ୧୧.୨୬
ଦିବା – ୦୧.୫୮ ରୁ ୦୫.୨୨
ସନ୍ଧ୍ୟା – ୦୬.୫୮ ରୁ ୧୦.୪୩
ରାତ୍ରି – ୦୧.୪୪ ରୁ ୦୨.୪୦
ରାତ୍ରି – ୦୪.୦୫ ରୁ ୦୫.୩୦

ଅଶୁଭ ସମୟ - 

ରାହୁକାଳ - ଦିବା ୧୧.୫୧ ରୁ ୦୧.୨୬
କାଳବେଳା – ଦିବା ୦୮.୪୦ ରୁ ୧୦.୧୬
ବାରବେଳା- ଦିବା ୧୧.୫୧ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୫

Advertisment
Astrological Prediction Astrology Panchang
Advertisment
Advertisment