Today Panchang 13th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଦିବା ୦୪.୨୧ ଗତେ ମକର,ତିଥି – ୮ମୀ ରାତ୍ରି ୦୧.୩୪ ଗତେ ୯ମୀ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଦିବା ୦୪.୨୧ ଗତେ ସିଂହ,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୧୦.୪୨ ଗତେ ୧ ପାଦ- କୁଟୁମ୍ଭ ହାନି - ତିଳକାଞନ ଦାନ ।

ଶୁଭ ସମୟ:

ପ୍ରାତଃ ୦୫.୩୪ ରୁ ୦୭.୧୩

ଦିବା ୧୦.୩୨ ରୁ ୦୧.୦୨

ରାତ୍ରି ୦୨.୨୮ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଘରେ ବାଉଁଶ ଗଛ ରଖିଲେ ରହେ ନାହିଁ ଅର୍ଥର ଅଭାବ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୦ ରୁ ୦୨.୫୩

କାଳବେଳା – ଦିବା ୦୨.୫୩ ରୁ ୦୪.୨୭

ବାରବେଳା – ଦିବା ୦୪.୨୭ ରୁ ୦୬.୦୦

କାଳରାତ୍ରି – ରାତ୍ରି ୧୧.୪୭ ରୁ ୦୧.୧୩