/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୨ୟା ରାତ୍ରି ୦୧.୪୬ ଗତେ ୩ୟା । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର – ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୩ପାଦ - କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୬.୩୬ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୪୬ ଗତେ ୧ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ –
ଦିବା – ୧୦.୧୩ ରୁ ୧୨.୧୮
ଦିବା – ୦୩.୦୮ ରୁ ୦୩.୪୮
ରାତ୍ରି – ୦୭.୪୭ ରୁ ୦୭.୫୨
ରାତ୍ରି – ୧୧.୩୦ ରୁ ୦୧.୪୧
ରାତ୍ରି – ୦୩.୦୮ ରୁ ୦୩.୫୭
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୩୫ ରୁ ୧୦.୧୩
କାଳବେଳା – ପ୍ରାତଃ ୦୫.୧୮ ରୁ ୦୬.୫୭ ଓ ଦିବା ୦୪.୪୭ ରୁ ୦୬.୨୫
ବାରବେଳା- ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୭ ରୁ ୦୫.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)