Panchang
କୁମ୍ଭ ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ରାତ୍ରି ୦୭.୩୫ ଗତେ ସିଂହ । ତିଥି- ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୭.୩୫ ଗତେ କର୍କଟ ଓ ମକର ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।
ଶୁଭ ସମୟ-
ପ୍ରାତଃ- ୦୬.୨୦ ରୁ ୦୭.୫୧
ଦିବା- ୧୦.୩୫ ରୁ ୧୧.୩୮
ଦିବା- ୦୧.୫୪ ରୁ ୦୪.୫୫
ସନ୍ଧ୍ୟା- ୦୬.୩୧ ରୁ ୧୦.୪୪
ରାତ୍ରି- ୦୨.୦୭ ରୁ ୦୩.୧୦
ନିଶାନ୍ତ- ୦୪.୪୫ ରୁ ୦୬.୨୦
ଅଶୁଭ ସମୟ-
ରାହୁକାଳ- ଦିବା ୧୨.୦୦ ରୁ ୦୧.୨୫
କାଳବେଳା- ଦିବା ୦୯.୧୦ ରୁ ୧୦.୩୫
ବାରବେଳା- ଦିବା ୧୨.୦୦ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1737602618.jpg)