/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୪ର୍ଥୀ ଦିବା ୧୨.୪୫ ଗତେ ୫ମୀ । ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୩୬ ରୁ ୦୭.୧୪
ଦିବା – ୧୦.୨୯ ରୁ ୧୨.୫୬
ରାତ୍ରି – ୦୨.୨୮ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୧୪ ରୁ ୦୨.୪୬
କାଳବେଳା – ଦିବା ୦୨.୪୬ ରୁ ୦୪.୧୭
ବାରବେଳା- ଦିବା ୦୪.୧୭ ରୁ ୦୫.୪୯
କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୧୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)