• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୧ ତାରିଖ ବୁଧବାର ଚନ୍ଦ୍ର –ସିଂହ ଅହୋରାତ୍ର ତିଥି-୧୨ଶୀ ସନ୍ଧ୍ୟା ୦୫.୩୭ ଗତେ ୧୩ ଶୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତବାର- କର୍କଟ ପୁଷ୍କର ଦୋଷ- ୧ ପାଦ ପଶୁସମ୍ପଦ ନାଶ ଅନ୍ନଦାନ ସନ୍ଧ୍ୟା ୦୫.୩୭ ପର୍ଯ୍ୟନ୍ତ 

ଶୁଭ ସମୟ...

ପ୍ରାତଃ- ୦୫.୪୩ ରୁ ୦୮.୦୩
ଦିବା- ୧୦.୨୩  ରୁ ୧୧.୩୩

ଦିବା- ୦୧.୩୦ ରୁ ୦୩.୪୯
ସନ୍ଧ୍ୟା- ୦୬.୧୨ ରୁ ୦୭.୦୨
ରାତ୍ରି- ୦୮.୪୦ ରୁ ୦୨.୩୮
ରାତ୍ରି- ୦୪.୧୧ ରୁ ୦୫.୪୩ 

ଅଶୁଭ ସମୟ...

ରାହୁକାଳ - ଦିବା ୧୧.୩୩ ରୁ ୦୧.୦୦
କାଳ ବେଳା - ଦିବା ୦୮.୩୮ ରୁ ୧୦.୦୫
ବାର ବେଳା- ଦିବା ୧୧.୩୩ ରୁ ୦୧.୦୦
କାଳରାତ୍ରି- ରାତ୍ରୀ ୦୨.୩୮ ରୁ ୦୪.୧୧