Today Panchang 11th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬/୧୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୮/୧୭ ଗତେ ୪ର୍ଥୀ ଘାତ ଚନ୍ଦ୍ର- ବିଛା ରାଶିର ସନ୍ଧ୍ୟା ୦୬/୧୭ କନ୍ୟା ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬/୫୬ ରୁ ୦୬/୪୧

ପ୍ରାତଃ ୦୭/୨୫ ରୁ ୦୮/୪୩

ଦିବା ୧୧/୫୨ ରୁ ୦୨/୫୦

ଦିବା ୦୩/୩୫ ରୁ ୦୫/୦୪

ରାତ୍ରି ୧୧/୫୬ ରୁ ୦୧/୩୯

ରାତ୍ରି ୦୨/୩୧ ରୁ ୦୪/୧୪

ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଅଶୁଭ ସମୟ:

ଋାହୁକାଳ - ଦିବା ୧୦/୦୭ ରୁ ୧୧/୩୦

କାଳବେଳା - ଦିବା ୧୦/୦୭ ରୁ ୧୧/୩୦

ବାରବେଳା – ଦିବା ୦୮/୪୩ ରୁ ୧୦/୦୭

କାଳରାତ୍ରି – ରାତ୍ରି ୦୮/୧୭ ରୁ ୦୯/୫୪