• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର ।ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୬ଷ୍ଠୀ ଦିବା ୧୧.୨୭ ଗତେ ୭ମୀ

ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୭ ଗତେ ୨ ପାଦ

ଶୁଭ ସମୟ:

ପ୍ରାତଃ ୦୫.୧୬ ରୁ ୦୬.୫୯

ଦିବା ୧୦.୨୫ ରୁ ୦୧.୦୦

ରାତ୍ରି ୦୨.୧୮ ରୁ ୦୩.୦୨

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୧୯ ରୁ ୦୨.୫୬

କାଳବେଳା – ଦିବା ୦୨.୫୬ ରୁ ୦୪.୩୩

ବାରବେଳା – ଦିବା ୦୪.୩୩ ରୁ ୦୬.୦୯

କାଳରାତ୍ରି – ରାତ୍ରି ୧୧.୪୨ ରୁ ୦୧.୦୬