Panchang
Advertisment
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୧୪ଶୀ ସନ୍ଧ୍ୟା ୦୬.୫୫ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା- ୦୯.୧୧ ରୁ ୧୦.୫୩
ଦିବା- ୦୧.୦୮ ରୁ ୦୧.୨୫
ଦିବା- ୦୪.୧୫ ରୁ ୦୪.୫୫
ସନ୍ଧ୍ୟା- ୦୫.୪୦ ରୁ ୦୬.୩୧
ରାତ୍ରି- ୦୯.୦୩ ରୁ ୧୧.୩୫
ରାତ୍ରି- ୦୨.୦୭ ରୁ ୦୩.୪୮
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୦ ରୁ ୦୪.୧୫
କାଳବେଳା- ଦିବା ୦୧.୨୫ ରୁ ୦୨.୫୦
ବାରବେଳା- ପ୍ରାତଃ ୦୭.୪୬ ରୁ ୦୯.୧୧
କାଳରାତ୍ରି- ସନ୍ଧ୍ୟା ୦୭.୧୫ ରୁ ୦୮.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1737947063.jpg)