/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696912214.jpg)
Today Panchang
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର, ଚନ୍ଦ୍ର –କର୍କଟ ପ୍ରାତଃ ୦୫.୪୪ ଗତେ ସିଂହ ତିଥି- ୧୧ ଶୀ ଦିବା ୦୩.୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ପ୍ରାତଃ ୦୫.୪୪ ଗତେ କର୍କଟ ଓ ମକର ଘାତ ବାର- ମକର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୦୮ ଗତେ ୦୨ ପାଦ କୃଷି ଓ ପଶୁହାନି –ଭୂମି ଓ ଅନ୍ନଦାନ
Advertisment
ଶୁଭ ସମୟ...
ପ୍ରାତଃ- ୦୫.୪୩ ରୁ ୦୬.୨୯
ଦିବା- ୦୮.୩୮ ରୁ ୧୧.୧୦
ସନ୍ଧ୍ୟା- ୦୫.୨୪ ରୁ ୦୬.୫୬
ରାତ୍ରି- ୦୮.୨୮ ରୁ ୦୮.୪୧
ରାତ୍ରି- ୦୯.୩୦ ରୁ ୧୧.୫୮
ରାତ୍ରି-୦୧.୩୭ ରୁ ୦୩.୧୫
ରାତ୍ରି- ୦୪.୦୪ ରୁ ୦୫.୪୩
ଅଧିକ ପଢ଼ନ୍ତୁ: ପୂର୍ବ ଦିଗକୁ ଉର୍ଜାରେ ଭରପୂର କରିବା ପାଇଁ ମାନନ୍ତୁ ଏହି ସବୁ ବାସ୍ତୁ ଟିପ୍ସ
Advertisment
ଅଶୁଭ ସମୟ...
ରାହୁକାଳ - ଦିବା ୦୨.୨୮ ରୁ ୦୩.୫୬
କାଳ ବେଳା - ଦିବା ୦୧.୦୧ ରୁ ୦୨.୨୮
ବାର ବେଳା- ପ୍ରାତଃ ୦୭.୧୦ ରୁ ୦୮.୩୮
କାଳରାତ୍ରି- ସନ୍ଧ୍ୟା ୦୬.୫୬ ରୁ ୦୮.୨୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)