Today Panchang 10th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର ।ଚନ୍ଦ୍ର – ଧନୁ ରାତ୍ରି ୦୯.୪୮ ଗତେ ମକର,ତିଥି – ୫ମୀ ଦିବା ୦୧.୪୯ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୯.୪୮ ଗତେ ସିଂହ,ଘାତ ବାର – କର୍କଟ,ପୁଷ୍କର ଦୋଷ – ଦିବା ୦୪.୧୨ ଗତେ ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ।

ଶୁଭ ସମୟ:

ପ୍ରାତଃ ୦୫.୧୭ ରୁ ୦୭.୦୦

ଦିବା ୧୦.୦୬ ରୁ ୧୧.୧୭

ଦିବା ୦୧.୦୫୧ ରୁ ୦୫.୧୭

ସନ୍ଧ୍ୟା ୦୬.୫୩ ରୁ ୧୦.୩୬

ରାତ୍ରି ୦୧.୩୪ ରୁ ୦୨.୨୯

ରାତ୍ରି ୦୩.୫୩ ରୁ ୦୫.୧୬

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୪୩ ରୁ ୦୧.୧୯

କାଳବେଳା – ଦିବା ୦୮.୩୦ ରୁ ୧୦.୦୬

ବାରବେଳା – ଦିବା ୧୧.୪୩ ରୁ ୦୧.୧୯

କାଳରାତ୍ରି – ରାତ୍ରି ୦୨.୨୯ ରୁ ୦୩.୫୩