ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬.୩୬ ଗତେ ତୁଳା,ତିଥି – ୩ୟା ରାତ୍ରି ୦୯.୪୨ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୩୬ ପର୍ଯ୍ୟନ୍ତ,ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୦୩ ରୁ ୦୬.୫୦
- ପ୍ରାତଃ ୦୭.୩୭ ରୁ ୦୯.୦୦
- ଦିବା ୧୨.୨୦ ରୁ ୦୨.୪୨
- ଦିବା ୦୪.୧୬ ରୁ ୦୫.୫୧
- ସନ୍ଧ୍ୟା ୦୭.୨୮ ରୁ ୦୮.୫୩
- ରାତ୍ରି ୦୧.୫୮ ରୁ ୦୮.୫୩
ଅଧିକ ପଢ଼ନ୍ତୁ: ଘରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ବସ୍ତୁ, ହୋଇପାରେ ଅଶୁଭ
ଶୁଭ ସମୟ:
- ଋାହୁକାଳ – ଦିବା ୧୦.୨୮ ରୁ ୧୧.୫୭
- କାଳବେଳା – ଦିବା ୧୦.୨୮ ରୁ ୧୧.୫୭
- ବାରବେଳା – ଦିବା ୦୯.୦୦ ରୁ ୧୦.୨୮
- କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678418538.jpg)