• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ  ସୋମବାର, ତିଥି – ୧୨ଶୀ ଦିବା ୦୪/୧୬ ଗତେ ୧୩ଶୀ,ଚନ୍ଦ୍ର   – ବୃଷ ଦିବା ୧୧/୩୨ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା ରାଶିର , ଦିବା ୧୧/୩୨ ଗତେ କନ୍ୟା ରାଶିର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ୦୪/୧୬ ପର୍ଯ୍ୟନ୍ତ ।

ଶୁଭ ସମୟ :-

ଅଶୁଭ ସମୟ :-

  • ଋାହୁକାଳ - ପ୍ରାତଃ ୦୭/୦୦ ରୁ ୦୮/୩୮ 
  • କାଳବେଳା - ପ୍ରାତଃ ୦୭/୦୦ ରୁ ୦୮/୩୮  
  • ବାରବେଳା – ଦିବା ୦୩/୦୭ ରୁ ୦୪/୪୫
  • କାଳରାତ୍ରି - ରାତ୍ରି ୧୦/୩୦ ରୁ ୧୧/୫୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :- 

Aries
  • ଅଶ୍ୱନୀ –ପ୍ରଶାସନିକ ଦାୟିତ୍ୱରେ ଅବହେଳା ରହିବ
  • ଦ୍ୱିଜା – ଚାକିରିରେ ଅପଦସ୍ତ ହୋଇପାରନ୍ତି । 
  • କୃତିକା – ଜୀବନ ସାଥିଙ୍କ ସହିତ  ମତଭେଦ ଦେଖାଦେବ

ପ୍ରତିକାର -  ଶ୍ରୀ ହନୁମାନଙ୍କର ପୂଜା କରନ୍ତୁ

ବୃଷ :-  

Taurus
  • କୃତିକା  - କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ
  • ରୋହିଣୀ – ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା  ପ୍ରସ୍ତୁତ କରିପାରନ୍ତି
  • ମୃଗଶିରା –  ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ 

ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 

ମିଥୁନ:-

Gemini
  • ମୃଗଶିରା  - ଅଫିସ କାମରେ ମନ୍ଥର ଗତିରେ ପୂରା ହେବ
  • ଆଦ୍ରା -  ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ
  • ପୁନର୍ବସୁ - ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗି ରହିବ  

ପ୍ରତିକାର – ଦତାତ୍ରେୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ:- 

Cancer
  • ପୁନର୍ବସୁ -  ଖୁସିର ସମାରୋହରେ ସାମିଲ ହେବେ
  • ପୁଷ୍ୟା –  କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ
  • ଅଶ୍ଳେଷା - ଅଧିକାରୀଙ୍କ ସହଯୋଗରେ କାମ ପୂରା ହୋଇପାରେ 

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ  

ସିଂହ:- 

Leo
  • ମଘା – ଆଇନ ଛାତ୍ର ମାନେ ସମୟର ସଦୁପଯୋଗ କରନ୍ତୁ 
  • ପୂ , ଫାଲଗୁନୀ -ଆର୍ôଥକ ଲାଭ ସହିତ ସଂମ୍ପର୍କ ବୃଦ୍ଧି ହେବ 
  • ଉ ,ଫାଲଗୁନୀ – ପ୍ରେମ ସମ୍ବନ୍ଧରେ  ମଧୁରତା ବଢିବ

ପ୍ରତିକାର – କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ

କନ୍ୟା:-  

Virgo
  • ଉ , ଫାଲଗୁନୀ – ଭୁଲ କାର୍ଯ୍ୟ କରି ଅପମାନିତ ହୋଇପାରନ୍ତି
  • ହସ୍ତା –ଅପ୍ରିୟ ସତକଥା କହି ଦୋଷାରୋପ ହେବେ  
  • ଚିତ୍ରା – ଜୀବନରେ ଭାରାକ୍ରାନ୍ତ ମନ ଦେଇ ଗତି କର୍ମ ହେବ

ପ୍ରତିକାର -   ଲାଲ ରଙ୍ଗର ପୋଷାକ ପରିଧାନ କରନ୍ତୁ

ତୁଳା:- 

Libra
  • ଚିତ୍ରା – ପାରିବାରିକ ଜୀବନରେ ଦିଗଭ୍ରନ୍ତା ଭଳି ପ୍ରଭାବ ଦେଖାଦେବ
  • ସ୍ୱାତୀ – ବିଦ୍ୟାର୍ôଥ ପଢାରେ ତୃଟି କରିପାରନ୍ତି
  • ବିଶାଖା – ଚାକିରି କ୍ଷେତ୍ରରେ ଅପମାନିତ ହୋଇପାରନ୍ତି

ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ

ବିଛା:- 

Scorpio
  • ବିଶାଖା – ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ
  • ଅନୁରାଧା – କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ
  • ଜ୍ୟେଷ୍ଠା  –  ବାପାଙ୍କ ପଦର୍ଶୀତ ମାର୍ଗରେ ଆଗକୁ ବଢିବେ

ପ୍ରତିକାର – ବଗଳା ମୂଖିଙ୍କର ଦର୍ଶନ କରନ୍ତୁ

ଧନୁ:- 

Sagittarius
  • ମୂଳା – ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ
  • ପୂ , ଷାଢା – ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ
  • ଉ , ଷାଢା –ଯାହା ବି ନିସ୍ପତି ନେବେ ଆପଣଙ୍କ ଲାଗି ଫଳପ୍ରଦ ହେବ

ପ୍ରତିକାର – ଶ୍ରୀ ରାମଙ୍କର ପୂଜା କରନ୍ତୁ

ମକର:- 

Capricorn
  • ଉ , ଷାଢା -  ଜୀବନ ସାଥିଙ୍କ ସହିତ  ମତଭେଦ ଦେଖାଦେବ
  • ଶ୍ରବଣା –ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ
  • ଧନିଷ୍ଠା –ଦ୍ରବ୍ୟନଷ୍ଟ, ବା ଚୋରି ହେବା ସମ୍ଭାବନା ରହିଛି

ପ୍ରତିକାର – ମହାଦେବଙ୍କ ପୂଜା କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – କାରବାରରେ ପୁଞି ଲଗାଇବା ପୂର୍ବରୁ ବଡଙ୍କ ସମ୍ମତି ନିଅନ୍ତୁ 
  • ଶତଭିଷା – ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ
  • ପୂ , ଭାଦ୍ରପଦ – ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ

ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - ଧୈର୍ଯ୍ୟ ଧରି କାମ କରନ୍ତୁ ଶିଘ୍ର ସଫଳତାର ସିଡି ଚଢିବେ
  • ଉ , ଭଦ୍ରପଦ - ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ
  • ରେବତୀ – ଅତୀତ କଥାକୁ ପାସୋରୀ ନୂଆ କାମ ଆରମ୍ଭ କରିବେ

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)