Panchang Today 9th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

ସୈାର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ ସନ୍ଧ୍ୟା ୦୬.୧୮ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ନିଶାନ୍ତ ୦୪.୫୬ ଗତେ ପୂର୍ବଭାଦ୍ର ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ:

ଦିବା- ୧୦.୨୮ ରୁ ୦୧.୦୭

ରାତ୍ରି- ୦୮.୧୭ ରୁ ୧୦.୪୩

ରାତ୍ରି- ୧୨.୨୧ ରୁ ୦୧.୫୮

ରାତ୍ରି- ୦୨.୪୭ ରୁ ୦୪.୨୫

ଅଶୁଭ ସମୟ:

ରାହୁକାଳ- ଦିବା ୦୯.୦୦ ରୁ ୧୦.୨୮

କାଳବେଳା- ପ୍ରାତଃ ୦୬.୦୩ ରୁ ୦୭.୩୧ ଓ ଦିବା ୦୪.୨୨ ରୁ ୦୫.୫୦

ବାରବେଳା- ଦିବା ୦୧.୨୫ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୫.୫୦ ରୁ ୦୭.୨୨ ଓ ନିଶାନ୍ତ ୦୪.୩୧ ରୁ ୦୬.୦୨