Panchang Today 9th June 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୮.୨୧ ଗତେ ୦୧ ପାଦ-କୃଷିହାନି-ଭୂମିଦାନ।

Panchang

ଶୁଭ ସମୟ

ପ୍ରାତଃ- ୦୬.୫୬ ରୁ ୦୯.୩୪

ଦିବା-୦୧.୨୪ ରୁ ୦୨.୫୦

ଦିବା - ୦୪.୩୫ ରୁ ୦୪.୪୨

ସନ୍ଧ୍ୟା- ୦୬.୨୧ ରୁ ୦୭.୪୭

ରାତ୍ରି- ୧୦.୪୧ ରୁ ୧୨.୫୧

ଅଶୁଭ ସମୟ

ରାହୁକାଳ- ଦିବା- ୦୪.୪୨ ରୁ ୦୬.୨୧

କାଳବେଳା- ପ୍ରାତଃ – ଦିବା ୧୧.୪୬ ରୁ ୦୧.୨୪

ବାରବେଳା- ଦିବା- ୧୦.୦୭ ରୁ ୧୧.୪୬

କାଳରାତ୍ରି- ରାତ୍ରି- ୦୧.୦୭ ରୁ ୦୨.୨୮