Panchang Today 9th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୩ ଗତେ । ସିଂହ ତିଥି- ୩ୟା (ମଳ) ପ୍ରାତଃ ୦୬.୦୯ ଗତେ ୪ର୍ଥୀ ।

Panchang

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୩ ଗତେ । ସିଂହ ତିଥି- ୩ୟା (ମଳ) ପ୍ରାତଃ ୦୬.୦୯ ଗତେ ୪ର୍ଥୀ । ଘାତଚନ୍ଦ୍ର-ପ୍ରାତଃ ୦୭.୫୩ ଗତେ କର୍କଟ ଓ ମକର ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ-୦୫.୧୭ ରୁ ୦୬.୫୬

ଦିବା- ୦୯.୪୦ ରୁ ୧୨.୧୮

ଦିବା- ୦୪.୪୭ ରୁ ୦୫.୩୩

ସନ୍ଧ୍ୟା- ୦୬.୨୫ ରୁ ୦୭.୦୯

ରାତ୍ରି- ୦୯.୦୯ ରୁ ୧୦.୦୩

ରାତ୍ରି- ୧୨.୧୩ ରୁ ୦୨.୨୪

ଅଶୁଭ ସମୟ

ରାହୁକାଳ- ଦିବା ୦୩.୦୮ ରୁ ୦୪.୪୭

କାଳବେଳା- ଦିବା ୦୧.୩୦ ରୁ ୦୩.୦୮

ବାରବେଳା- ପ୍ରାତଃ ୦୬.୫୬ ରୁ ୦୮.୩୪

କାଳରାତ୍ରି- ରାତ୍ରି ୦୭.୪୭ ରୁ ୦୯.୦୯