/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୨ଶୀ ରାତ୍ରି ୧୦.୫୫ ଗତେ ୧୩ଶୀ
। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୫୫ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୩୭ ରୁ ୦୭.୧୬
ଦିବା- ୧୦.୧୫ ରୁ ୧୧.୨୩
ଦିବା- ୦୧.୫୨ ରୁ ୦୫.୦୯
ସନ୍ଧ୍ୟା- ୦୬.୪୫ ରୁ ୧୦.୩୮
ରାତ୍ରି- ୦୧.୪୪ ରୁ ୦୨.୪୨
ରାତ୍ରି- ୦୪.୦୯ ରୁ ୦୫.୩୬
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୪୮ ରୁ ୦୧.୨୧
କାଳବେଳା- ଦିବା ୦୮.୪୨ ରୁ ୧୦.୧୫
ବାରବେଳା- ଦିବା ୧୧.୪୮ ରୁ ୦୧.୨୧
କାଳରାତ୍ରି- ରାତ୍ରି ୦୨.୪୨ ରୁ ୦୪.୦୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)