Panchang Today 8th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହରେ କରନ୍ତୁ ଶୁଭକାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର ,ତିଥି- ୫ମୀ ରାତ୍ରି ୦୭.୫୮ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୦ ଗତେ ୨ ପାଦ-କୃଷି-ବଂଶହାନି-ଭୂମି-ତିଳକାଞ୍ଚନ ଦାନ

ଶୁଭସମୟ:

ପ୍ରାତଃ- ୦୫.୩୬ ରୁ ୦୯.୪୧

ଦିବା- ୦୧.୧୬ ରୁ ୦୧.୪୬

ସନ୍ଧ୍ୟା- ୦୬.୩୮ ରୁ ୦୮.୫୯

ରାତ୍ରି- ୧୨.୦୭ ରୁ ୦୧.୧୨

ରାତ୍ରି- ୦୨.୪୦ ରୁ ୦୩.୧୫

ଅଶୁଭସମୟ:

ରାହୁକାଳ- ଦିବା ୦୪.୨୦ ରୁ ୦୫.୫୧

କାଳବେଳା- ଦିବା ୧୧.୪୪ ରୁ ୦୧.୧୬

ବାରବେଳା- ଦିବା ୧୦.୧୨ ରୁ ୧୧.୪୪

କାଳରାତ୍ରି- ରାତ୍ରି ୦୧.୧୨ ରୁ ୦୨.୪୦