Panchang Today 8th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି-୭ମୀ ରାତ୍ରି ୧୧.୫୬ ଗତେ ୮ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୦୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ରାତ୍ରି ୧୧.୫୬ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ– ୦୫.୫୫ ରୁ ୦୬.୩୯

ପ୍ରାତଃ-୦୭.୨୪ ରୁ ୦୮.୪୨

ଦିବା-୧୧.୫୨ ରୁ ୦୨.୫୧

ଦିବା-୦୩.୩୬ ରୁ ୦୫.୦୫

ସନ୍ଧ୍ୟା-୦୫.୫୬ ରୁ ୦୮.୧୮

ରାତ୍ରି- ୧୧.୫୬ ରୁ ୦୧.୩୮

ରାତ୍ରି- ୦୨.୩୦ ରୁ ୦୪.୧୨

ଅଶୁଭସମୟ:

ରାହୁକାଳ- ଦିବା ୧୦.୦୬ ରୁ ୧୧.୩୦

କାଳବେଳା- ଦିବା ୧୦.୦୬ ରୁ ୧୧.୩୦

ବାରବେଳା-ଦିବା ୦୮.୪୨ ରୁ ୧୦.୦୬

କାଳରାତ୍ରି- ରାତ୍ରି ୦୮.୧୮ ରୁ ୦୯.୫୪