Panchang Today 8th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ ।

Panchang

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ । ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୦୯.୧୯ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୬.୦୪ ରୁ ୦୬.୫୧ 

ପ୍ରାତଃ- ୦୭.୩୮ ରୁ ୦୯.୦୦ 
ଦିବା- ୧୨.୨୧ ରୁ ୦୨.୪୨ 
ଦିବା- ୦୪.୧୬ ରୁ ୦୫.୫୦
ସନ୍ଧ୍ୟା- ୦୭.୨୮ ରୁ ୦୮.୫୩
ରାତ୍ରି- ୦୧.୫୯ ରୁ ୦୪.୨୫

ଅଶୁଭ ସମୟ

ରାହୁକାଳ- ଦିବା ୧୦.୨୯ ରୁ ୧୧.୫୭ 
କାଳବେଳା- ଦିବା ୧୦.୨୯ ରୁ ୧୧.୫୭ 
ବାରବେଳା- ଦିବା ୦୯.୦୦ ରୁ ୧୦.୨୯
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୫