Advertisment

Panchang Today 8th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୧୨ଶୀ (ମଳ) ପ୍ରାତଃ ୦୭.୧୮ ଗତେ ୧୩ଶୀ ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର ।

author-image
Deepak Acharya
undefined

Panchang

ସୌର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ରବିବାର । ଚନ୍ଦ୍ର- ତୁଳା ଅହୋରାତ୍ର  । ତିଥି- ୧୨ଶୀ  (ମଳ) ପ୍ରାତଃ ୦୭.୧୮ ଗତେ ୧୩ଶୀ
ଘାତଚନ୍ଦ୍ର- ନାସ୍ତି  । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୮ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୨.୪୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Advertisment

ଶୁଭ  ସମୟ – 
ପ୍ରାତଃ- ୦୬.୫୬ ରୁ ୦୯.୩୪
ଦିବା- ୦୧.୨୪ ରୁ ୦୨.୫୦
ଦିବା- ୦୪.୩୫ ରୁ ୦୪.୪୨
ସନ୍ଧ୍ୟା- ୦୬.୨୦ ରୁ ୦୭.୪୭
ରାତ୍ରି- ୧୦.୪୦ ରୁ ୧୨.୫୦

ଅଶୁଭ  ସମୟ-

ରାହୁକାଳ- ଦିବା ୦୪.୪୨ ରୁ ୦୬.୨୦
କାରବେଳା- ଦିବା ୧୧.୪୫ ରୁ ୦୧.୨୪
ବାରବେଳା- ଦିବା ୧୦.୦୭ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୨୮

Advertisment
Panchang
Advertisment
Advertisment