Panchang Today 8th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୯ମୀ ଦିବା ୦୨.୨୬ ଗତେ ୧୦ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ– ୦୬.୨୭ ରୁ ୦୮.୩୭

ଦିବା- ୧୦.୪୮ ରୁ ୧୧.୫୩

ଦିବା- ୦୧.୪୨ ରୁ ୦୩.୫୨

ସନ୍ଧ୍ୟା- ୦୬.୧୨ ରୁ ୦୭.୦୪

ରାତ୍ରି- ୦୮.୪୯ ରୁ ୦୩.୧୦

ନିଶାନ୍ତ- ୦୪.୪୮ ରୁ ୦୬.୨୭

ଅଶୁଭସମୟ:

ରାହୁକାଳ- ଦିବା ୧୧.୫୩ ରୁ ୦୧.୧୫

କାଳବେଳା- ଦିବା ୦୯.୧୦ ରୁ ୧୦.୩୧

ବାରବେଳା- ଦିବା ୧୧.୫୩ ରୁ ୦୧.୧୫

କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୮