ଅଦ୍ୟତନ ହୋଇଛି
Today Panchang
Advertisment
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ଦିବା ୧୦.୦୩ ଗତେ ମକର। ତିଥି- ୧୩ଶୀ ଦିବା ୧୧.୧୭ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଦିବା ୧୦.୦୩ ଗତେ ସିଂହ। ଘାତବାର- ତୁଳା ଓ କୁମ୍ଭ। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୧୩ ପର୍ଯ୍ୟନ୍ତ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୩ ରୁ ୦୭.୫୩
ଦିବା-୧୦.୫୩ ରୁ ୦୧.୦୮
ରାତ୍ରି- ୦୨.୫୮ ରୁ ୦୩.୪୯
ଅଧିକ ପଢ଼ନ୍ତୁ: Vastu Tips: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି
ଅଶୁଭ ସମୟ
ରାହୁକାଳ - ଦିବା ୦୧.୨୫ ରୁ ୦୨.୪୯
କାଳବେଳା- ଦିବା ୦୨.୪୯ ରୁ ୦୪.୧୪
ବାରବେଳା- ଦିବା ୦୪.୧୪ ରୁ ୦୫.୩୮
କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707360366.jpg)