/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୫ ଗତେ ସିଂହ । ତିଥି- ୧୧ଶୀ ରାତ୍ରି ୦୯.୧୩ ଗତେ ୧୨ଶୀ । ଘାତଚନ୍ଦ୍ର- ପ୍ରାତଃ ୦୭.୫୫ ଗତେ କର୍କଟ ଓ ମକର ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୧୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ଦିବା- ୦୮.୪୩ ରୁ ୧୦.୩୪
ଦିବା- ୦୧.୦୨ ରୁ ୦୧.୨୧
ଦିବା- ୦୪.୨୬ ରୁ ୦୫.୦୯
ସନ୍ଧ୍ୟା- ୦୫.୫୯ ରୁ ୦୬.୪୫
ରାତ୍ରି- ୦୯.୦୫ ରୁ ୧୧.୨୪
ରାତ୍ରି- ୦୧.୪୪ ରୁ ୦୩.୧୭
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୩ ରୁ ୦୪.୨୬
କାଳବେଳା- ଦିବା ୦୧.୨୧ ରୁ ୦୨.୫୩
ବାରବେଳା- ପ୍ରାତଃ ୦୭.୧୦ ରୁ ୦୮.୪୩
କାଳରାତ୍ରି- ସନ୍ଧ୍ୟା ୦୭.୨୬ ରୁ ୦୮.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)