Panchang Today 8th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ଅମାବାସ୍ୟା ରାତ୍ରି ୧୧.୫୦ ଗତେ ପ୍ରତିପଦ,ଘାତଚନ୍ଦ୍ର-ଧନୁ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୫.୩୭ ରୁ ୦୭.୧୦

ଦିବା-୧୦.୩୪ ରୁ ୦୧.୦୨

ଦିବା-୦୪.୨୬ ରୁ ୦୫.୦୯

ସନ୍ଧ୍ୟା-୦୬.୪୫ ରୁ ୦୯.୦୫

ରାତ୍ରି-୧୧.୪୮ ରୁ ୦୨.୩୧

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୧୦ ରୁ ୦୮.୪୩

କାଳବେଳା- ପ୍ରାତଃ ୦୭.୧୦ ରୁ ୦୮.୪୩

ବାରବେଳା- ଦିବା ୦୨.୫୩ ରୁ ୦୪.୨୬

କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୮