Panchang Today 7th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

panchang

ଶୁଭ ସମୟ

ଦିବା- ୧୦.୧୨ ରୁ ୧୨.୫୮

ରାତ୍ରି- ୦୮.୧୩ ରୁ ୧୦.୩୪

ରାତ୍ରି- ୧୨.୦୮ ରୁ ୦୧.୪୧

ରାତ୍ରି- ୦୨.୨୮ ରୁ ୦୪.୦୨

ଅଶୁଭ ସମୟ

ରାହୁକାଳ- ଦିବା ୦୮.୪୦ ରୁ ୧୦.୧୨

କାଳବେଳା- ପ୍ରାତଃ ୦୫.୩୬ ରୁ ୦୭.୦୮ ଓ ଦିବା ୦୪.୨୦ ରୁ ୦୫.୫୨

ବାରବେଳା- ଦିବା ୦୧.୧୬ ରୁ ୦୨.୪୮

କାଳରାତ୍ରି- ସନ୍ଧ୍ୟା ୦୫.୫୨ ରୁ ୦୭.୨୦ ଓ ରାତ୍ରି ୦୪.୦୮ ରୁ ୦୫.୩୬