Panchang Today 7th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର

Panchanga

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୫୩ ଗତେ ମକର ତିଥି-୬ଷ୍ଠୀ ରାତ୍ରି ୧୨.୩୫ ଗତେ ୭ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୫୩ ଗତେ ସିଂହ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ଦିବା ୧୧.୪୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୩୫ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳ କାଞ୍ଚନଦାନ

ଶୁଭସମୟ-

ପ୍ରାତଃ– ୦୫.୫୪ ରୁ ୦୭.୨୪

ସନ୍ଧ୍ୟା-୦୫.୫୭ ରୁ ୦୯.୨୨

ରାତ୍ରି- ୦୧.୦୬ ରୁ ୦୩.୨୧

ରାତ୍ରି- ୦୪.୧୨ ରୁ ୦୫.୫୫

ଅଶୁଭସମୟ-

ରାହୁକାଳ- ଦିବା ୧୨.୫୪ ରୁ ୦୨.୧୮

କାଳବେଳା-ଦିବା ୦୨.୧୮ ରୁ ୦୩.୪୧

ବାରବେଳା-ଦିବା ୦୩.୪୧ ରୁ ୦୫.୦୫

କାଳରାତ୍ରି- ରାତ୍ରି ୧୧.୩୦ ରୁ ୦୧.୦୬