Panchang Today 7th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର,ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ୨ୟା ନିଶାନ୍ତ ୦୪.୫୯ ଗତେ ୩ୟା,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ- ୦୭.୦୨ ରୁ ୦୯.୪୦

ଦିବା- ୦୧.୩୦ ରୁ ୦୨.୫୫

ଦିବା- ୦୪.୪୦ ରୁ ୦୪.୪୭

ସନ୍ଧ୍ୟା-୦୬.୨୬ ରୁ ୦୭.୫୨

ରାତ୍ରି- ୧୦.୪୬ ରୁ ୧୨.୫୬

ଅଶୁଭ ସମୟ:

ରାହୁକାଳ- ଦିବା ୦୪.୪୭ ରୁ ୦୬.୨୬

କାଳବେଳା-ଦିବା ୧୧.୫୧ ରୁ ୦୧.୩୦

ବାରବେଳା- ଦିବା ୧୦.୧୩ ରୁ ୧୧.୫୧

କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୩୪