ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର
ଚନ୍ଦ୍ର – ମକର ଦିବା ୦୧.୩୮ ଗତେ କୁମ୍ଭ
ତିଥି – ୫ମୀ ରାତ୍ରି ୧୨.୧୭ ଗତେ ୬ଷ୍ଠୀ
ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର
ଘାତ ବାର – ବିଛା, ଧନୁ ଓ ମୀନ
ପୁଷ୍କର ଦୋଷ – ରାତ୍ରି ୧୦.୧୬ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞ୍ଚନ ଦାନ
ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା
ଶୁଭ ସମୟ:
ପ୍ରାତଃ ୦୬.୦୯ ରୁ ୦୭.୦୨
ଦିବା ୧୨.୧୭ ରୁ ୦୨.୫୫
ସନ୍ଧ୍ୟା ୦୬.୨୬ ରୁ ୦୮.୩୬
ରାତ୍ରି ୧୨.୫୬ ରୁ ୦୩.୦୭
ରାତ୍ରି ୦୩.୫୦ ରୁ ୦୫.୧୭
ଅଶୁଭ ସମୟ:
ଋାହୁକାଳ – ଦିବା ୧୦.୧୨ ରୁ ୧୧.୫୧
କାଳବେଳା – ଦିବା ୧୦.୧୨ ରୁ ୧୧.୫୧
ବାରବେଳା – ଦିବା ୦୮.୩୪ ରୁ ୧୦.୧୨
କାଳରାତ୍ରି – ରାତ୍ରି ୦୯.୦୮ ରୁ ୧୦.୩୦