Panchang
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ନିଶାନ୍ତ ୦୬.୨୧ ଗତେ ମିଥୁନ । ତିଥି- ୧୦ମୀ ରାତ୍ରି ୦୯.୨୬ ଗତେ ୧୧ଶୀ ।
ଘାତଚନ୍ଦ୍ର- ବିଛା ରାଶିର, ନିଶାନ୍ତ ୦୬.୨୧ ଗତେ କନ୍ୟା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।
ଶୁଭ ସମୟ-
ପ୍ରାତଃ- ୦୬.୨୩ ରୁ ୦୭.୦୮
ପ୍ରାତଃ- ୦୭.୫୩ ରୁ ୦୯.୧୨
ଦିବା- ୧୨.୨୩ ରୁ ୦୨.୩୮
ଦିବା- ୦୪.୦୮ ରୁ ୦୫.୩୮
ସନ୍ଧ୍ୟା- ୦୭.୨୦ ରୁ ୦୮.୪୯
ରାତ୍ରି- ୦୨.୦୮ ରୁ ୦୪.୪୦
ଅଶୁଭ ସମୟ-
ରାହୁକାଳ- ଦିବା ୧୦.୩୬ ରୁ ୧୨.୦୦
କାଳବେଳା- ଦିବା ୧୦.୩୬ ରୁ ୧୨.୦୦
ବାରବେଳା- ଦିବା ୦୯.୧୨ ରୁ ୧୦.୩୬
କାଳରାତ୍ରି- ରାତ୍ରି ୦୮.୪୯ ରୁ ୧୦.୨୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1737773524.jpg)