Panchang Today 7th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ପ୍ରାତଃ ୦୭.୩୯ ଗତେ ମୀନ,ତିଥି- ୧୩ଶୀ ପ୍ରାତଃ ୦୬.୫୪ ଗତେ ୧୪ଶୀ(କ୍ଷୟ) ରାତ୍ରି ୦୩.୨୧ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ,ପ୍ରାତଃ ୦୭.୩୯ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ଦିବା ୧୨.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ-୦୫.୩୮ ରୁ ୦୯.୪୫

ଦିବା-୦୧.୨୧ ରୁ ୦୧.୫୨

ସନ୍ଧ୍ୟା-୦୬.୪୫ ରୁ ୦୯.୦୫

ରାତ୍ରି-୧୨.୧୧ ରୁ ୦୧.୧୫

ରାତ୍ରି-୦୨.୪୩ ରୁ ୦୩.୧୮

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୬ ରୁ ୦୫.୫୮

କାଳବେଳା- ଦିବା ୧୧.୪୮ ରୁ ୦୧.୨୧

ବାରବେଳା- ଦିବା ୧୦.୧୬ ରୁ ୧୧.୪୮

କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୩