Panchang Today 6th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର-  ମେଷ ରାଶିର ।

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର-  ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୦ ଗତେ ୧ ପାଦ କୃଷିହାନି-ଭୂମିଦାନ  ।

ଶୁଭ ସମୟ-
ପ୍ରାତଃ- ୦୬.୨୯ ରୁ ୦୮.୫୦

ଦିବା- ୦୧.୦୨ ରୁ ୦୩.୦୫
ଦିବା - ୦୩.୫୨ ରୁ ୦୩.୫୮
ରାତ୍ରି - ୦୭.୫୩ ରୁ ୦୯.୩୨
ରାତ୍ରି- ୧୧.୫୯ ରୁ ୦୧.୦୬
ରାତ୍ରି- ୦୨.୩୮ ରୁ ୦୫.୪୨
ଅଶୁଭ ସମୟ- 
ରାହୁକାଳ- ଦିବା ୦୩.୫୮ ରୁ ୦୫.୨୬
କାଳବେଳା- ଦିବା ୧୧.୩୪ ରୁ ୦୧.୦୨
ବାରବେଳା- ଦିବା ୧୦.୦୬ ରୁ ୧୧.୩୪
କାଳରାତ୍ରି- ରାତ୍ରି ୦୧.୦୬ ରୁ ୦୨.୩୮