Advertisment

Panchang Today 6th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

Panchang

Advertisment

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି-୫ମୀ ରାତ୍ରି ୧୨.୪୧ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ନାସ୍ତି

Advertisment

ଶୁଭସମୟ:

ପ୍ରାତଃ– ୦୫.୫୪ ରୁ ୦୮.୦୮

ଦିବା- ୧୦.୨୨ ରୁ ୧୧.୩୦

ଦିବା- ୦୧.୨୨ ରୁ ୦୩.୩୬

ସନ୍ଧ୍ୟା-୦୫.୫୭ ରୁ ୦୬.୪୮

ରାତ୍ରି- ୦୮.୩୧ ରୁ ୦୨.୪୨

ରାତ୍ରି- ୦୪.୧୮ ରୁ ୦୫.୫୪

ଅଶୁଭସମୟ:

ରାହୁକାଳ- ଦିବା ୧୧.୩୦ ରୁ ୧୨.୫୪

କାଳବେଳା-ଦିବା ୦୮.୪୨ ରୁ ୧୦.୦୬

ବାରବେଳା-ଦିବା ୧୧.୩୦ ରୁ ୧୨.୫୪

କାଳରାତ୍ରି- ରାତ୍ରି ୦୨.୪୨ ରୁ ୦୪.୧୮

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ