Panchang Today 6th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।

Panchang

ସୌର କୁମ୍ଭମାସ ଫାଲଗୁନ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ବୁଧବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୨୭ ଗତେ ମକର। ତିଥି- ୧୦ମୀ ପ୍ରାତଃ ୦୬.୩୧ ଗତେ ୧୧ଶୀ (କ୍ଷୟ) ରାତ୍ରି ୦୪.୧୪ ଗତେ ୧୨ଶୀ ।

ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୨୭ ଗତେ ସିଂହ ରାଶିର

ଘାତବାର- କର୍କଟ ରାଶିର

ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।

ଶୁଭ ସମୟ

ଦିବା- ୦୬.୦୫ ରୁ ୦୭.୩୯

ଦିବା- ୧୦.୨୯ ରୁ ୧୧.୩୪

ଦିବା- ୦୧.୫୫ ରୁ ୦୫.୦୩

ସନ୍ଧ୍ୟା- ୦୬.୩୯ ରୁ ୧୦.୪୪

ରାତ୍ରି- ୦୨.୦୦ ରୁ ୦୩.୦୧

ନିଶାନ୍ତ- ୦୪.୩୩ ରୁ ୦୬.୦୫

ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ଅଶୁଭ ସମୟ

ରାହୁକାଳ- ଦିବା ୧୧.୫୭ ରୁ ୦୧.୨୫

କାଳବେଳା- ଦିବା ୦୯.୦୧ ରୁ ୧୦.୨୯

ବାରବେଳା- ଦିବା ୧୧.୫୭ ରୁ ୦୧.୨୫

କାଳରାତ୍ରି- ରାତ୍ରି ୦୩.୦୧ ରୁ ୦୪.୩୩