/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୬ ତାରିଖ ଶୁକ୍ରବାର । ଚନ୍ଦ୍ର- କନ୍ୟା ରାତ୍ରି ୦୮.୦୬ ଗତେ ତୁଳା । ତିଥି- ୧୧ଶୀ ନିଶାନ୍ତ ୦୪.୪୮ ଗତେ ୧୨ଶୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୮.୦୬ ପର୍ଯ୍ୟନ୍ତ । ଘାତବାର- ବିଛା , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନିଶାନ୍ତ ୦୪.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
Advertisment
ଶୁଭ ସମୟ
ପ୍ରାତଃ– ୦୬.୦୩ ରୁ ୦୬.୫୬
ଦିବା- ୧୨.୧୧ ରୁ ୦୨.୪୯
ସନ୍ଧ୍ୟା – ୦୬.୨୦ ରୁ ୦୮.୩୦
ରାତ୍ରି- ୧୨.୫୦ ରୁ ୦୩.୦୦
ରାତ୍ରି – ୦୩.୪୪ ରୁ ୦୫.୧୦
ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୬ ରୁ ୧୧.୪୫
କାଳବେଳା- ଦିବା ୧୦.୦୬ ରୁ ୧୧.୪୫
ବାରବେଳା- ଦିବା ୦୮.୨୮ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୯.୦୨ ରୁ ୧୦.୨୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)