Panchang Today 6th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୫ ଗତେ କର୍କଟ ,ତିଥି- ପ୍ରତିପଦ ରାତ୍ରି ୦୪.୨୬ ଗତେ ୨ୟା,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୦.୩୫ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ଦିବା- ୧୦.୧୨ ରୁ ୧୨.୧୭

ଦିବା- ୦୩.୦୮ ରୁ ୦୩.୪୮

ରାତ୍ରି-୦୭.୪୭ ରୁ ୦୭.୫୨

ରାତ୍ରି- ୧୧.୨୯ ରୁ ୦୧.୪୦

ରାତ୍ରି- ୦୩.୦୬ ରୁ ୦୩.୫୫

ଅଶୁଭ ସମୟ:

ରାହୁକାଳ- ଦିବା ୦୮.୩୪ ରୁ ୧୦.୧୨

କାଳବେଳା- ପ୍ରାତଃ ୦୫.୧୬ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୬

ବାରବେଳା- ଦିବା ୦୧.୩୦ ରୁ ୦୩.୦୮

କାଳରାତ୍ରି- ସନ୍ଧ୍ୟା ୦୬.୨୬ ରୁ ୦୭.୪୭ ଓ ରାତ୍ରି ୦୩.୫୫ ରୁ ୦୫.୧୭