ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୩ୟା ପ୍ରାତଃ ୦୬.୩୦ ଗତେ ୪ର୍ଥୀ (କ୍ଷୟ) ରାତ୍ରି ୦୩.୧୨ ଗତେ ୫ମୀ,ଘାତ ଚନ୍ଦ୍ର – ସିଂହ ଦିବା ୦୧.୩୮ ଗତେ ମିଥୁନ, ମୀନ,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ ୦୫.୧୬ ରୁ ୦୬.୦୯
ଦିବା ୦୯.୩୯ ରୁ ୧୧.୨୫
ସନ୍ଧ୍ୟା ୦୭.୦୯ ରୁ ୦୯.୧୯
ରାତ୍ରି ୦୧.୧୨ ରୁ ୦୨.୨୩
ରାତ୍ରି ୦୩.୫୦ ରୁ ୦୫.୧୬
ଅଧିକ ପଢ଼ନ୍ତୁ: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ
ଅଶୁଭ ସମୟ:
ଋାହୁକାଳ – ଦିବା ୦୧.୩୦ ରୁ ୦୩.୦୮
କାଳବେଳା – ଦିବା ୦୩.୦୮ ରୁ ୦୪.୪୭
ବାରବେଳା – ଦିବା ୦୪.୪୭ ରୁ ୦୬.୨୬
କାଳରାତ୍ରି – ରାତ୍ରି ୧୧.୫୧ ରୁ ୦୧.୧୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682220497.jpg)